Advertisment

ଦ୍ରୌପଦୀଙ୍କ କଥା ଶୁଣିବ କିଏ?

ଶପଥ ଗ୍ରହଣ କରିବା ପରେ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସାଂସଦମାନଙ୍କୁ ଉଦବୋଧନ ଦେଇ ଅନେକ ଗୁରୁତ୍ୱପୂର୍ଣ୍ଣ କଥା କହିଛନ୍ତି। ପ୍ରାଥମିକ ଶିକ୍ଷାର ସ୍ୱପ୍ନ, ଜଳ ଓ ଜଙ୍ଗଲ ସଂରକ୍ଷଣ ଏବଂ ସନ୍ଥ କବି ଭୀମ ଭୋଇଙ୍କର ମୋ ଜୀବନ ପଛେ ନର୍କେ ପଡ଼ିଥାଉ ଜଗତ ଉଦ୍ଧାର ହେଉ କବିତାଂଶ ଦେଶ ପାଇଁ ତାଙ୍କ ବାର୍ତ୍ତା ଭାବେ ଗ୍ରହଣୀୟ। କିନ୍ତୁ ତାଙ୍କର ଏହି ବାର୍ତ୍ତାକୁ ସରକାର କାର୍ଯ୍ୟକାରୀ କରିବେ ତ?

ଦ୍ରୌପଦୀଙ୍କ କଥା ଶୁଣିବ କିଏ?

droupadi

Droupadi Murmu Bhima Bhoi Forest Presidential Speech Water
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe