/odisha-reporter/media/post_attachments/uploads/2022/07/sivsena.jpg)
sivsena
କାରଣ ୪୦ରୁ ଅଧିକ ବିଧାୟକ ବିଦ୍ରୋହ ଘୋଷଣା କରିବା ପରେ ସଂଖ୍ୟାଗରିଷ୍ଠତା ଏବେ ସିନ୍ଦେ ଗୋଷ୍ଠୀ ନିକଟରେ। ଉଦ୍ଧବଙ୍କ ବାପା ବାଲା ସାହେବ ଠାକ୍ରେ ଶିବସେନାର ପ୍ରତିଷ୍ଠାତା। ସେଇ ନ୍ୟାୟରେ ଠାକରେ ପରିବାର ଦଳ ଉପରେ ନିଜ ହକ୍ ଜାହିର କରିବା ସ୍ୱାଭାବିକ। ତେବେ ସବୁ ନିର୍ଭର କରୁଛି ସଂଖ୍ୟା ଖେଳ ଉପରେ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
