Advertisment

କଟକରୁ ଲଢ଼ିବେ କି ବୈଷ୍ଣବ?

କେନ୍ଦ୍ର ରେଳ ଏବଂ ଟେଲି ଯୋଗାଯୋଗ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କଟକରୁ ଲୋକସଭା ପାଇଁ ଲଢ଼ିବେ କି? କାହିଁକି କଟକକୁ କରୁଛନ୍ତି ଫୋକସ? କଣ ରହିଛି ତାଙ୍କ ଯୋଜନା? ଭୁବନେଶ୍ୱର ସହ କଟକରେ ଏକାସାଙ୍ଗେ ଲଞ୍ଚ ହୋଇଛି 5G ସେବା। ଆଗାମୀ ଦିନରେ ଏହି ସେବା ଗ୍ରାମାଞ୍ଚଳରେ ମଧ୍ୟ ପହଁଚିବ। ଏହାକୁ ନେଇ ଶାଣିତ ଆକ୍ରମଣ କରିଛି ବିଜେଡି। ପଚାରିଛି ଅନେକ ପ୍ରଶ୍ନ। ଏ ସବୁ ପ୍ରଶ୍ନର କଣ ଉତ୍ତର ଦେଉଛନ୍ତି ଅଶ୍ୱିନୀ ବୈଷ୍ଣବ ଆସନ୍ତୁ ଶୁଣିବା।

କଟକରୁ ଲଢ଼ିବେ କି ବୈଷ୍ଣବ?

ashwini

Cuttack Ashwini Vaishnaw Bjp 5G
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe