/odisha-reporter/media/post_attachments/uploads/2023/01/bjp-e1672920129806.jpg)
କେନ୍ଦ୍ର ରେଳ ଏବଂ ଟେଲି ଯୋଗାଯୋଗ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ କଟକରୁ ଲୋକସଭା ପାଇଁ ଲଢିବେ କି ? କାହିଁକି କଟକକୁ କରୁଛନ୍ତି ଫୋକସ ? କଣ ରହିଛି ତାଙ୍କ ଯୋଜନା ? ସେପଟେ ଆଜି ଭୁବନେଶ୍ବର ଏବଂ କଟକରେ ଲଞ୍ଚ ହୋଇଛି 5G ସେବା । ଆଗାମୀ ଦିନରେ ଏହି ସେବା ଗ୍ରାମାଞ୍ଚଳରେ ମଧ୍ୟ ପହଁଚିବ । ତେବେ ଏହାକୁ ନେଇ ଶାଣିତ ଆକ୍ରମଣ କରିଛି ବିଜେଡି । ପଚାରିଛି ଅନେକ ପ୍ରଶ୍ନ । ଏ ସବୁ ପ୍ରଶ୍ନର କଣ ଉତ୍ତର ଦେଉଛନ୍ତି ନିଜେ ଅଶ୍ବିନୀ ବୈଷ୍ଣବ ଆସନ୍ତୁ ଶୁଣିବା ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
