କେନ୍ଦ୍ର ରେଳ ଏବଂ ଟେଲି ଯୋଗାଯୋଗ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ କଟକରୁ ଲୋକସଭା ପାଇଁ ଲଢିବେ କି ? କାହିଁକି କଟକକୁ କରୁଛନ୍ତି ଫୋକସ ? କଣ ରହିଛି ତାଙ୍କ ଯୋଜନା ? ସେପଟେ ଆଜି ଭୁବନେଶ୍ବର ଏବଂ କଟକରେ ଲଞ୍ଚ ହୋଇଛି 5G ସେବା । ଆଗାମୀ ଦିନରେ ଏହି ସେବା ଗ୍ରାମାଞ୍ଚଳରେ ମଧ୍ୟ ପହଁଚିବ । ତେବେ ଏହାକୁ ନେଇ ଶାଣିତ ଆକ୍ରମଣ କରିଛି ବିଜେଡି । ପଚାରିଛି ଅନେକ ପ୍ରଶ୍ନ । ଏ ସବୁ ପ୍ରଶ୍ନର କଣ ଉତ୍ତର ଦେଉଛନ୍ତି ନିଜେ ଅଶ୍ବିନୀ ବୈଷ୍ଣବ ଆସନ୍ତୁ ଶୁଣିବା ।
https://youtu.be/jgFd8OUlpU4
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
National
କେଜ୍ରିଓ୍ୱାଲ କହିଲେ- ଖୁବ୍ଶୀଘ୍ର ଗିରଫ ହେବେ ଆତିଶୀ
ସେପଟେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଆତିଶୀ ମଧ୍ୟ ଗିରଫ ହେବାର ସନ୍ଦେହ ବ୍ୟକ୍ତ କରିଛନ୍ତି।
National
କେଜ୍ରିଓ୍ୱାଲଙ୍କ ସଞ୍ଜିବନୀ ସ୍କିମ୍କୁ ନେଇ ତୁତୁ ମେଁମେଁ, ସ୍ୱାସ୍ଥ୍ୟ ବିଭାଗର ବିରୋଧ
ଯୋଜନାକୁ ନେଇ ଏବେ କେଜ୍ରିଓ୍ୱାଲ ଓ ଦିଲ୍ଲୀ ସରକାରୀ ଅଧିକାରୀ ମୁହାଁମୁହିଁ ହୋଇଛନ୍ତି।
National
ଠାକୁର ଦର୍ଶନ ସାରି ଫେରୁଥିବା କାର୍କୁ ଧକ୍କା ଦେଲା ବସ୍, ୫ ମୃତ
ଗୋଟିଏ ପରିବାରର ୫ ଜଣଙ୍କ ମୃତ୍ୟୁ ହୋଇଛି। ସେହିପରି ୧୫ ଜଣ ଆହତ ହୋଇଛନ୍ତି।
National
ଜାଲିଆତି ଅର୍ଡର ଦେଖାଇ ଥାନାରୁ ନେଇଗଲେ ଜବତ ଗାଡ଼ି, ବନ୍ଧା ହେଲେ ଓକିଲ
ଅବୈଧ ଖନନ ମାମଲାରେ ପୁଲିସ୍ ଜବତ କରିଥିବା ବାଇକ୍କୁ ଅଦାଲତର ଜାଲି ଆଦେଶ ଦେଖାଇ ଛଡ଼ାଇ ନେଇଥିବା ଅଭିଯୋଗରେ ବନ୍ଧା ହୋଇଛନ୍ତି ଓକିଲଜଣକ ।
National
ଏସିଡ୍ ଆକ୍ରମଣ ଓ ଦୁଷ୍କର୍ମ ପୀଡିତାଙ୍କଠୁ ଚିକିତ୍ସା ଫି' ନେବା ଅପରାଧ
ଦୁଷ୍କର୍ମ ପୀଡ଼ିତା, ପୋକ୍ସୋ ମାମଲାର ପୀଡ଼ିତା ତଥା ଯୌନ ନିର୍ଯାତନାର ଶିକାର ହୋଇଥିବା ପୀଡ଼ିତାଙ୍କୁ ମାଗଣା ଚିକିତ୍ସା ଯୋଗାଇ ଦେବା ସମସ୍ତ ଡାକ୍ତରଖାନା, ନର୍ସିଂହୋମ୍, କ୍ଲିନିକ୍, ମେଡିକାଲ୍ ସେଣ୍ଟରର ଦାୟିତ୍ୱ ବୋଲି କୋର୍ଟ କହିଛନ୍ତି।