Advertisment

୨୩୬ ମାର୍କରେ ଚାକିରି, ୨୭୨କୁ ନାହିଁ?

ମୋର ସାଙ୍ଗ ୪୦୦ ମାର୍କରୁ ୨୩୬ ରଖି ଏଏସଓ- ଆସିଷ୍ଟାଣ୍ଟ ସେକ୍ସନ ଅଫିସର ଚାକିରି ପାଇଛି। ହେଲେ ମୁଁ ୨୭୨ ରଖି ଏଏସଓ ଚାକିରି ପାଇଁ ମନୋନୀତ ହୋଇନି। ଘରୁ ନବାହାରି ଏତେ ଦିନ ପାଠ ପଢ଼ି ମୋତେ କ’ଣ ଲାଭ ମିଳିଲା? ଏମିତି କିଛି ଅଭିଯୋଗ ଆଣିଛନ୍ତି ଅଗଷ୍ଟ ୨୭ ତାରିଖରେ ଏଏସଓ- ଆସିଷ୍ଟାଣ୍ଟ ସେକ୍ସନ ଅଫିସର ଚାକିରି ପାଇଁ ପରୀକ୍ଷା ଦେଇଥିବା କିଛି ପରୀକ୍ଷାର୍ଥୀ।

୨୩୬ ମାର୍କରେ ଚାକିରି, ୨୭୨କୁ ନାହିଁ?

aso

Advertisment

ମୋର ସାଙ୍ଗ ୪୦୦ ମାର୍କରୁ ୨୩୬ ରଖି ଏଏସଓ- ଆସିଷ୍ଟାଣ୍ଟ ସେକ୍ସନ ଅଫିସର ଚାକିରି ପାଇଛି। ହେଲେ ମୁଁ ୨୭୨ ରଖି ଏଏସଓ ଚାକିରି ପାଇଁ ମନୋନୀତ ହୋଇନି। ଘରୁ ନବାହାରି ଏତେ ଦିନ ପାଠ ପଢ଼ି ମୋତେ କ’ଣ ଲାଭ ମିଳିଲା? ଏମିତି କିଛି ଅଭିଯୋଗ ଆଣିଛନ୍ତି ଅଗଷ୍ଟ ୨୭ ତାରିଖରେ ଏଏସଓ- ଆସିଷ୍ଟାଣ୍ଟ ସେକ୍ସନ ଅଫିସର ଚାକିରି ପାଇଁ ପରୀକ୍ଷା ଦେଇଥିବା କିଛି ପରୀକ୍ଷାର୍ଥୀ।

Advertisment

Opsc Odisha Job Scam Aso Exam
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe