Advertisment

ଯେଉଁ ପତ୍ନୀ ଛୁଆର ହେଲାନି ସେ ସ୍ୱାମୀର କେମିତି ହେବ?

ଯିଏ ଛୁଆର ହେଲେନି, ସେ ସ୍ୱାମୀର ହେବ କେମିତି? ଦୁଇଟି ଛୋଟ ଛୋଟ ଛୁଆଙ୍କୁ ଛାଡ଼ି ଗୋଷ୍ଠୀ ସାର୍‌ଙ୍କ ସହ ଛୁ ମାରିଲେ ପତ୍ନୀ। ଛୁଆଙ୍କୁ ଭୁଲିଗଲା, ସ୍ୱାମୀଙ୍କୁ ଛାଡ଼ିଦେଲା। ଆଉ ଶେଷରେ ଗାଁର ମହିଳାଙ୍କୁ ଚୁନା ଲଗାଇଲା।

author-image
Debendra Prusty
ଯେଉଁ ପତ୍ନୀ ଛୁଆର ହେଲାନି ସେ ସ୍ୱାମୀର କେମିତି ହେବ?

group

ଯିଏ ଛୁଆର ହେଲେନି, ସେ ସ୍ୱାମୀର ହେବ କେମିତି? ଦୁଇଟି ଛୋଟ ଛୋଟ ଛୁଆଙ୍କୁ ଛାଡ଼ି ଗୋଷ୍ଠୀ ସାର୍‌ଙ୍କ ସହ ଛୁ ମାରିଲେ ପତ୍ନୀ। ଛୁଆଙ୍କୁ ଭୁଲିଗଲା, ସ୍ୱାମୀଙ୍କୁ ଛାଡ଼ିଦେଲା। ଆଉ ଶେଷରେ ଗାଁର ମହିଳାଙ୍କୁ ଚୁନା ଲଗାଇଲା।

Advertisment

Extra Marital Love Odisha Shg Shg Sir