Advertisment

ଶାଢ଼ୀ ପିନ୍ଧିଥିଲେ ରେସ୍ତୋରାଁ ମନା!

ସୋସିଆଲ ମିଡ଼ିଆରେ ଭାଇରାଲ ହେଉଥିବା ଏହି ଭିଡିଓଟି ପୋଷ୍ଟ କରିଛନ୍ତି ଦିଲ୍ଲୀର ଅନିତା ଚୌଧୁରୀ ନାମକ ଜଣେ ମହିଳା। ମହିଳା ଜଣଙ୍କର ଅଭିଯୋଗ ହେଲା, ସେ ଶାଢ଼ୀ ପିନ୍ଧି ଥିବାରୁ ତାଙ୍କୁ ରେସ୍ତୋରାଁ ଭିତରୁ ପ୍ରବେଶ କରିବାକୁ ଦିଆଗଲା ନାହିଁ। ଯାହା ଫଳରେ ସେ ରାତ୍ରୀ ଭୋଜନ ନକରି ସେଠୁ ଫେରି ଆସିଥିଲା। ଆଉ ଠିକ୍ ଏହି ସମୟରେ ଘଟିଥିବା ଘଟଣାକୁ ଭିଡିଓ ସୁଟ୍ କରି ସୋସିଆଲ ମିଡ଼ିଆରେ ପୋଷ୍ଟ କରିଛନ୍ତି।

ଅଦ୍ୟତନ ହୋଇଛି
ଶାଢ଼ୀ ପିନ୍ଧିଥିଲେ ରେସ୍ତୋରାଁ ମନା!

maxresdefault (4) (1)

Advertisment

ସୋସିଆଲ ମିଡ଼ିଆରେ ଭାଇରାଲ ହେଉଥିବା ଏହି ଭିଡିଓଟି ପୋଷ୍ଟ କରିଛନ୍ତି ଦିଲ୍ଲୀର ଅନିତା ଚୌଧୁରୀ ନାମକ ଜଣେ ମହିଳା। ମହିଳା ଜଣଙ୍କର ଅଭିଯୋଗ ହେଲା, ସେ ଶାଢ଼ୀ ପିନ୍ଧି ଥିବାରୁ ତାଙ୍କୁ ରେସ୍ତୋରାଁ ଭିତରୁ ପ୍ରବେଶ କରିବାକୁ ଦିଆଗଲା ନାହିଁ। ଯାହା ଫଳରେ ସେ ରାତ୍ରୀ ଭୋଜନ ନକରି ସେଠୁ ଫେରି ଆସିଥିଲା। ଆଉ ଠିକ୍ ଏହି ସମୟରେ ଘଟିଥିବା ଘଟଣାକୁ ଭିଡିଓ ସୁଟ୍ କରି ସୋସିଆଲ ମିଡ଼ିଆରେ ପୋଷ୍ଟ କରିଛନ୍ତି।

Advertisment

Odisha Reporter Delhi Wearing Saree
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe