Advertisment

‘ମୋ ଝିଅର ମୃତ୍ୟୁ ପାଇଁ IIC ଦାୟୀ'

ଗତ ଶନିବାର ଦିନ କନ୍ଧମାଳ ଜିଲ୍ଲା ଜି. ଉଦୟଗିରି ଥାନାର ମହିଳା ସବ୍‌ ଇନ୍ସପେକ୍ଟର ସ୍ୱାଗତିକା ବେହେରାଙ୍କ ଝୁଲନ୍ତା ମୃତଦେହ ତାଙ୍କ ସରକାରୀ କ୍ୱାର୍ଟର୍ସରୁ ମିଳିଥିଲା। ଏନେଇ ମୃତ ସ୍ୱାଗତିକାଙ୍କ ମା’ ଓ ଭାଇ ଜି ଉଦୟଗିରି ଏସ୍‌ଡିପିଓଙ୍କ ନିକଟରେ ଅଭିଯୋଗ କରିଥିଲେ। ଆଇଆଇସି ସ୍ୱାଗତିକାଙ୍କୁ ମାନସିକ ନିର୍ଯାତନା ଦେଇ ଆସୁଥିଲେ ବୋଲି ଏତଲାରେ ଦର୍ଶାଇଥିଲେ। ଆଇଆଇସି ସ୍ୱାଗତିକାଙ୍କୁ ମାରି ଝୁଲାଇ ଦେଇଛନ୍ତି ନ ହେଲେ ତାଙ୍କ ନିର୍ଯାତନା ସହି ନପାରି ସ୍ୱାଗତିକା ଆତ୍ମହତ୍ୟା କରିଛନ୍ତି ବୋଲି […]

author-image
Sonali Kabi
‘ମୋ ଝିଅର ମୃତ୍ୟୁ ପାଇଁ IIC ଦାୟୀ'

iic

ଗତ ଶନିବାର ଦିନ କନ୍ଧମାଳ ଜିଲ୍ଲା ଜି. ଉଦୟଗିରି ଥାନାର ମହିଳା ସବ୍‌ ଇନ୍ସପେକ୍ଟର ସ୍ୱାଗତିକା ବେହେରାଙ୍କ ଝୁଲନ୍ତା ମୃତଦେହ ତାଙ୍କ ସରକାରୀ କ୍ୱାର୍ଟର୍ସରୁ ମିଳିଥିଲା। ଏନେଇ ମୃତ ସ୍ୱାଗତିକାଙ୍କ ମା’ ଓ ଭାଇ ଜି ଉଦୟଗିରି ଏସ୍‌ଡିପିଓଙ୍କ ନିକଟରେ ଅଭିଯୋଗ କରିଥିଲେ। ଆଇଆଇସି ସ୍ୱାଗତିକାଙ୍କୁ ମାନସିକ ନିର୍ଯାତନା ଦେଇ ଆସୁଥିଲେ ବୋଲି ଏତଲାରେ ଦର୍ଶାଇଥିଲେ। ଆଇଆଇସି ସ୍ୱାଗତିକାଙ୍କୁ ମାରି ଝୁଲାଇ ଦେଇଛନ୍ତି ନ ହେଲେ ତାଙ୍କ ନିର୍ଯାତନା ସହି ନପାରି ସ୍ୱାଗତିକା ଆତ୍ମହତ୍ୟା କରିଛନ୍ତି ବୋଲି ଅଭିଯୋଗ କରିଥିଲେ।

Advertisment

Woman SI Death Case