iic
Advertisment
ଗତ ଶନିବାର ଦିନ କନ୍ଧମାଳ ଜିଲ୍ଲା ଜି. ଉଦୟଗିରି ଥାନାର ମହିଳା ସବ୍ ଇନ୍ସପେକ୍ଟର ସ୍ୱାଗତିକା ବେହେରାଙ୍କ ଝୁଲନ୍ତା ମୃତଦେହ ତାଙ୍କ ସରକାରୀ କ୍ୱାର୍ଟର୍ସରୁ ମିଳିଥିଲା। ଏନେଇ ମୃତ ସ୍ୱାଗତିକାଙ୍କ ମା’ ଓ ଭାଇ ଜି ଉଦୟଗିରି ଏସ୍ଡିପିଓଙ୍କ ନିକଟରେ ଅଭିଯୋଗ କରିଥିଲେ। ଆଇଆଇସି ସ୍ୱାଗତିକାଙ୍କୁ ମାନସିକ ନିର୍ଯାତନା ଦେଇ ଆସୁଥିଲେ ବୋଲି ଏତଲାରେ ଦର୍ଶାଇଥିଲେ। ଆଇଆଇସି ସ୍ୱାଗତିକାଙ୍କୁ ମାରି ଝୁଲାଇ ଦେଇଛନ୍ତି ନ ହେଲେ ତାଙ୍କ ନିର୍ଯାତନା ସହି ନପାରି ସ୍ୱାଗତିକା ଆତ୍ମହତ୍ୟା କରିଛନ୍ତି ବୋଲି ଅଭିଯୋଗ କରିଥିଲେ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2022/08/iic.jpg)