ମୋର ଦରକାର ଡ୍ରାଇଭର ସ୍ୱାମୀ

ବାହାରେ ସ୍ୱାମୀ କଲେ ଡ୍ୟୁଟି । ଡ୍ରାଇଭର ଘରେ କଲା ଡ୍ୟୁଟି । ଡ୍ରାଇଭରଙ୍କ ପ୍ରେମରେ ଉବୁଟୁବୁ ହେଲେ ପତ୍ନୀ । ତୁଚ୍ଛ ହେଲା ଇଂଜିନିୟର ସ୍ୱାମୀ । ପ୍ରେମ ଦେଖିଲାନି ଷ୍ଟାଟସ । ରେଳବାଇରେ ଇଂଜିନିୟର। ମୋଟା ଅଙ୍କର ଦରମା ସାଙ୍ଗକୁ ପାଉଥିଲେ ଭିନ୍ନ ଷ୍ଟାଟସ। ହେଲେ ଏସବୁ ଗନ୍ଧେଇଲା।