Advertisment

ମହିଳାଙ୍କ ହୁଳହୁଳିରେ ଖୋଲିଗଲା ତାଲା

ପଞ୍ଚାୟତରେ ଚାଲିଛି ପୁରା ଡ୍ରାମା। ଭତ୍ତା ଦେଲେନି ସରପଞ୍ଚ। ସମିତିସଭ୍ୟଙ୍କୁ ଧରି ପଞ୍ଚାୟତ କାର୍ଯ୍ୟାଳୟରେ ତାଲା ପକାଇଦେଲେ। ଯେତେବଳେ ଏକଥା ସରପଞ୍ଚଙ୍କ କାନରେ ପଡିଲା, ସେତେବେଳେ ସାଥୀ କର୍ମୀଙ୍କୁ ଧରି ତାଲା ଭାଙ୍ଗିଦେଲେ ସରପଞ୍ଚ। ତାଲା ଭାଙ୍ଗିବା ବେଳେ ପୁରା ଭକ୍ତିମୟ ପରିବେଶ। ଗାଁର ମହିଳାମାନେ ହୁଳହୁଳି ଦେଇ, ତାଲା ଭାଙ୍ଗିବା ପାଇଁ ସରପଞ୍ଚଙ୍କୁ ଶକ୍ତି ଦେଇଥିଲେ। ଦୀର୍ଘ ୩ ମାସ ହେଲା ହିତାଧିକାରୀ ଭତ୍ତା ନପାଇବାରୁ ରେଢ଼ାଖୋଲ ବ୍ଲକ ବୁର୍ଡା ପଞ୍ଚାୟତର ଲୋକେ, ଏଭଳି ନିଷ୍ପତ୍ତି […]

author-image
Debendra Prusty
ମହିଳାଙ୍କ ହୁଳହୁଳିରେ ଖୋଲିଗଲା ତାଲା

hulhuli

ପଞ୍ଚାୟତରେ ଚାଲିଛି ପୁରା ଡ୍ରାମା। ଭତ୍ତା ଦେଲେନି ସରପଞ୍ଚ। ସମିତିସଭ୍ୟଙ୍କୁ ଧରି ପଞ୍ଚାୟତ କାର୍ଯ୍ୟାଳୟରେ ତାଲା ପକାଇଦେଲେ। ଯେତେବଳେ ଏକଥା ସରପଞ୍ଚଙ୍କ କାନରେ ପଡିଲା, ସେତେବେଳେ ସାଥୀ କର୍ମୀଙ୍କୁ ଧରି ତାଲା ଭାଙ୍ଗିଦେଲେ ସରପଞ୍ଚ। ତାଲା ଭାଙ୍ଗିବା ବେଳେ ପୁରା ଭକ୍ତିମୟ ପରିବେଶ। ଗାଁର ମହିଳାମାନେ ହୁଳହୁଳି ଦେଇ, ତାଲା ଭାଙ୍ଗିବା ପାଇଁ ସରପଞ୍ଚଙ୍କୁ ଶକ୍ତି ଦେଇଥିଲେ। ଦୀର୍ଘ ୩ ମାସ ହେଲା ହିତାଧିକାରୀ ଭତ୍ତା ନପାଇବାରୁ ରେଢ଼ାଖୋଲ ବ୍ଲକ ବୁର୍ଡା ପଞ୍ଚାୟତର ଲୋକେ, ଏଭଳି ନିଷ୍ପତ୍ତି ନେଇଥିଲେ।

Advertisment

Odisha Panchayat Panchayat Office Unlocked