ଦେଶ news ପୂଜାରେ ମହିଳା ବୁଲାଇଲେ ଖଣ୍ଡା ଦୁର୍ଗା ପୂଜାରେ ମହିଳା ବୁଲାଇଲେ ଖଣ୍ଡା। ମହିଳାଙ୍କ ଆଖଡ଼ା ଦେଖିବାକୁ ବଢିଛି ଦର୍ଶକଙ୍କ ଭିଡ଼। ବାଲେଶ୍ୱରରେ ପ୍ରତ୍ୟେକ ବର୍ଷ ଏପରି ହୋଇଥାଏ ଆଖଡ଼ା। ଏଥିରେ ମହିଳାମାନେ ଖଣ୍ଡା, ଠେଙ୍ଗା ବୁଲାଇ ଦେଖାଇଥାନ୍ତି ପ୍ରତିଭା। Debendra Prusty 04 Oct 2022 11:43 IST women sword fightଦୁର୍ଗା ପୂଜାରେ ମହିଳା ବୁଲାଇଲେ ଖଣ୍ଡା। ମହିଳାଙ୍କ ଆଖଡ଼ା ଦେଖିବାକୁ ବଢିଛି ଦର୍ଶକଙ୍କ ଭିଡ଼। ବାଲେଶ୍ୱରରେ ପ୍ରତ୍ୟେକ ବର୍ଷ ଏପରି ହୋଇଥାଏ ଆଖଡ଼ା। ଏଥିରେ ମହିଳାମାନେ ଖଣ୍ଡା, ଠେଙ୍ଗା ବୁଲାଇ ଦେଖାଇଥାନ୍ତି ପ୍ରତିଭା।Advertisment Women Sword Fight Odisha Durga Puja Balasore Durga Puja Read More ଆମର ନ୍ୟୁଜଲେଟରକୁ ସବସ୍କ୍ରାଇବ କରନ୍ତୁ! Be the first to get exclusive offers and the latest newsବର୍ତ୍ତମାନ ସବସ୍କ୍ରାଇବ କରନ୍ତୁ ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ