ଅଦ୍ୟତନ ହୋଇଛି
assdddd
Advertisment
ଆମ ଆଦମି ପାର୍ଟି। ପ୍ରଥମେ ଦିଲ୍ଲୀ ପରେ ପଞ୍ଜାବ ଦଖଲ କରିବା ପରେ ଦଳ ଏବେ ଗୁଜରାଟ, ହିମାଞ୍ଚଳ ପ୍ରଦେଶ ଉପରେ ଫୋକସ କରୁଛି। ଏହାପରେ ହରିୟାଣା ଓ ଓଡ଼ିଶା ଭଳି କିଛି ରାଜ୍ୟ ରହିଛି। ଯେଉଁଠି ନିଜର କାୟା ବିସ୍ତାର କରିବାକୁ ରଣନୀତି ପ୍ରସ୍ତୁତ କରୁଛି ଦଳ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2022/08/assdddd.jpg)