SCBର ଭୁଲ ରିପୋର୍ଟ ପାଇଁ କଟା ହେଲା ଅଙ୍ଗ!

ବଡ ମେଡିକାଲର ବଡ ରିପୋର୍ଟ! ଭଲ ଲୋକର ବି ହୋଇପାରେ ବଡ ରୋଗ! ଭୁଲ ରିପୋର୍ଟ ଯୋଗୁଁ କ୍ୟାନ୍ସର ନଥିବା ଲୋକକୁ ବନାଇଦେଲେ କ୍ୟାନ୍ସର ରୋଗୀ। ଶେଷରେ କଟା ଗଲା ଅଙ୍ଗ। ଏଭଳି ଘଟଣା ଦେଖିବାକୁ ମିଳିଛି କଟକ ବଡ ମେଡିକାଲରେ।