/odisha-reporter/media/post_attachments/uploads/2022/09/live-in.jpg)
live in
ବିବାହ ନୁହେଁ ‘ଲିଭ୍ ଇନ୍’ ଚାହୁଁଛନ୍ତି ଯୁବ ପିଢ଼ି। କାହିଁକି ନା ସେମାନେ ବିବାହ ବନ୍ଧନରେ ବାନ୍ଧି ହେବା ପୂର୍ବରୁ ପ୍ରଥମେ ‘ଲିଭ୍ ଇନ୍’ ରିଲେସନସିପରେ ରହିବାକୁ ପସନ୍ଦ କରୁଛନ୍ତି। ଯେଉଁଥିପାଇଁ ସ୍ୱାର୍ଥ ସରିଗଲେ ଅନ୍ୟ ଆଡ଼େ ମୁହଁ ମୋଡ଼ି ଚାଲିଯାଉଛନ୍ତି। ଯାହାର ଫଳାଫଳ କେତେବେଳେ ଆତ୍ମହତ୍ୟା ତ ଆଉ କେତେବେଳେ ପ୍ରତାରଣା ଭାବେ ସାମ୍ନାକୁ ଆସୁଛି। ତେବେ କାହିଁକି ଯୁବ ପିଢ଼ିଙ୍କ ମଧ୍ୟରେ ବଢ଼ୁଛି ‘ଲିଭ୍ ଇନ୍’ ରିଲେସନସିପ୍ ପାଇଁ ଇଛା? ଏହାର ଉତ୍ତର ହେଉଛି ବିବାହରେ ବାନ୍ଧି ହୋଇ ରହିବାକୁ ନୁହେଁ ବରମ୍ ମୁକ୍ତ ଭାବେ ଜୀବନକୁ ବଞ୍ଚିବାକୁ ଭଲ ପାଉଛନ୍ତି ଆଜିର ଯୁବପିଢ଼ି।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
