Advertisment

ମଣିଷ ନୁହେଁ ତୁମେ ଭଗବାନ!

ଏଇ ଛୋଟ ପିଲାଟିର କଥା ଆଉ ଏ ମା’ଙ୍କ ଆଖିର ଲୁହ ବଖାଣିଦେଉଛି ସବୁକିଛି। ନିଜ ମନର ସମବେଦନାକୁ ସତେ ଯେମିତି ଲୁହ ଦ୍ୱାରା ହିଁ ଜଣାଇ ଦେଉଛନ୍ତି ଏଇ ମା’। ସତରେ ଭଗବାନ ଯେତେବେଳେ ମଣିଷ ରୂପେ ଆସି ଦୁଃଖ ସମୟରେ ପହଂଚି ଯାଆନ୍ତି ସେତେବେଳେ ଖୁସିର ଲୁହ ଝରିବନି ବା କେମିତି? ଏ ଦୁଃଖର ଲୁହ ନୁହେଁ ଆଜ୍ଞା ଏ ହେଉଛି ଖୁସିର ଲୁହ।

author-image
Debendra Prusty
ମଣିଷ ନୁହେଁ ତୁମେ ଭଗବାନ!

bhagaban

ଏଇ ଛୋଟ ପିଲାଟିର କଥା ଆଉ ଏ ମା'ଙ୍କ ଆଖିର ଲୁହ ବଖାଣିଦେଉଛି ସବୁକିଛି। ନିଜ ମନର ସମବେଦନାକୁ ସତେ ଯେମିତି ଲୁହ ଦ୍ୱାରା ହିଁ ଜଣାଇ ଦେଉଛନ୍ତି ଏଇ ମା'। ସତରେ ଭଗବାନ ଯେତେବେଳେ ମଣିଷ ରୂପେ ଆସି ଦୁଃଖ ସମୟରେ ପହଂଚି ଯାଆନ୍ତି ସେତେବେଳେ ଖୁସିର ଲୁହ ଝରିବନି ବା କେମିତି? ଏ ଦୁଃଖର ଲୁହ ନୁହେଁ ଆଜ୍ଞା ଏ ହେଉଛି ଖୁସିର ଲୁହ।

Advertisment

Odisha Reporter God Man