Advertisment

'ମୁଁ ମଲା ପରେ ବି ତୁ ମୋର'

କ୍ଷଣିକ ଭିତରେ ଜଙ୍ଗଲ ଭିତରେ ଭର୍ତ୍ତି ହୋଇଯାଇଥିଲେ ଲୋକେ ଆଉ ଦେଖୁଥିଲେ ଗାଁ ପୁଅକୁ ଯିଏ ଝୁଲୁଥିଲା ଗଛ ଡାଳରେ। ଏମିତି ହଠାତ କଣ ହୋଇଗଲା ଯେ ଜଙ୍ଗଲ ଭିତରେ ଯାଇ ଗଛଡାଳରେ ରଶି ଲଗାଇ ଝୁଲିପଡିଲା। ଏହା ଥିଲା ପ୍ରେମ ଜନିତ ଆତ୍ମହତ୍ୟା। ଇଏ ହେଉଛି ସେହିସବୁ ଚିଠି ଯାହାକୁ ମରିବା ପୂର୍ବରୁ ଲେଖି ଯାଇଛନ୍ତି ଜଗତସିଂହପୁର ଜିଲ୍ଲା ଅଭୟଚାନ୍ଦପୁର ଥାନା ଅନ୍ତର୍ଗତ ନୂଆଗାଁ ଗ୍ରାମର ସମ୍ପଦ ବିଶ୍ୱାଳ।

'ମୁଁ ମଲା ପରେ ବି ତୁ ମୋର'

malapare

Love Boy Girl
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe