/odisha-reporter/media/post_attachments/uploads/2022/12/hockey.jpg)
hockey
ରାସ୍ତା କଡ଼ରେ ବସିବେନି ପରିବା ବେପାରୀ। କାରଣ ରାଜାଧାନୀରେ ଆୟୋଜନ ହେବାକୁ ଯାଉଛି ବିଶ୍ୱ କପ୍ ହକି। ସେଥିପାଇଁ ସହରକୁ ସୁନ୍ଦର କରିବା ପାଇଁ ଲାଗି ପଡ଼ିଛି ବିଏମସି। ପୂରା ରାଜଧାନୀକୁ ନବବଧୂ ଭଳି ସଜା ଚାଲିଛି। ସ୍ମାର୍ଟ ସିଟିକୁ ସ୍ମାର୍ଟ ଲୁକ୍ସ ଦିଆ ଚାଲିଛି। କିନ୍ତୁ ଏହାରି ମଧ୍ୟରେ ଛୋଟ ଛୋଟ ବେପାର କରି ପରିବାର ପ୍ରତିପୋଷଣ କରୁଥିବା ସାଧାରଣ ଲୋକଙ୍କ ପେଟର ଜ୍ୱାଳା ପ୍ରତି ବିଏମସି ଆଖି ବୁଜି ଦେଇଛି। ଦୀର୍ଘ ଦିନ ହେଲା ଆଉ ନୂଆ ଭେଣ୍ଡିଂ ଜୋନ କରାଯାଉନି।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
