/odisha-reporter/media/post_attachments/uploads/2022/12/naveen.jpg)
naveen
ଏଥର ମୈଦାନକୁ ଓହ୍ଲାଇବେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। ଦଳୀୟ ପ୍ରାର୍ଥୀ ବର୍ଷା ସିଂହ ବରିହାଙ୍କ ପାଇଁ କରିବେ ପ୍ରଚାର । ୨୦୧୯ ପରେ ହୋଇଥିବା ଅଧିକାଂଶ ଉପ ନିର୍ବାଚନ ପ୍ରଚାରକୁ ଯାଇ ନାହାଁନ୍ତି ନବୀନ। ଅନେକ ଉପ ନିର୍ବାଚନ ଭର୍ଚୁଆଲ ମୋଡରେ କାମ ଚଳାଇ ଦେଇଛନ୍ତି। ବ୍ରଜରାଜନଗର ଉପ ନିର୍ବାଚନରେ ତାହା ମଧ୍ୟ ନକରି ଦଳ ବିଜୟୀ ହୋଇଥିଲା। ତେବେ ଧାମନଗର ସାଜିଥିଲା ଟର୍ଣ୍ଣିଂ ପଏଣ୍ଟ ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
