Advertisment

ପ୍ରେମିକା ଲାଇଭ ଦେଖିଲା ପ୍ରେମିକର ମୃତ୍ୟୁ ତାଣ୍ଡବ

ପ୍ରେମକୁ ନେଇ ଆତ୍ମହତ୍ୟା ଏହା ଯେପରି ଦିନକୁଦିନ ବଢ଼ିବାରେ ଲାଗିଛି। କୋଉଠି ପ୍ରେମିକାର ଧୋକା ପାଇଁ ପ୍ରେମିକ ଝୁଲୁଛି ତ କୋଉଠି ପ୍ରେମିକାକୁ ଭିଡିଓ କଲ କରି ପ୍ରେମିକ ଝୁଲୁଛି। ମହାମାରୀ ଭଳି ବଢିଚାଲିଛି ପ୍ରେମ ଜନିତ ଆତ୍ମହତ୍ୟା ମାମଲା। ସୋମବାର ଦୁଇ ଦୁଇଟି ସ୍ଥାନରୁ ଆସିଛି ଏଭଳି ହୃଦୟ ବିଦାରକ ମାମଲା ଯୋଉଠି ପ୍ରେମ ପାଇଁ ଫାଶୀରେ ଝୁଲିପଡ଼ିଛନ୍ତି ଦୁଇ ପ୍ରେମିକ ।

author-image
Pujarani Nayak
ପ୍ରେମିକା ଲାଇଭ ଦେଖିଲା ପ୍ରେମିକର ମୃତ୍ୟୁ ତାଣ୍ଡବ

11

ପ୍ରେମକୁ ନେଇ ଆତ୍ମହତ୍ୟା ଏହା ଯେପରି ଦିନକୁଦିନ ବଢ଼ିବାରେ ଲାଗିଛି। କୋଉଠି ପ୍ରେମିକାର ଧୋକା ପାଇଁ ପ୍ରେମିକ ଝୁଲୁଛି ତ କୋଉଠି ପ୍ରେମିକାକୁ ଭିଡିଓ କଲ କରି ପ୍ରେମିକ ଝୁଲୁଛି। ମହାମାରୀ ଭଳି ବଢିଚାଲିଛି ପ୍ରେମ ଜନିତ ଆତ୍ମହତ୍ୟା ମାମଲା। ସୋମବାର ଦୁଇ ଦୁଇଟି ସ୍ଥାନରୁ ଆସିଛି ଏଭଳି ହୃଦୟ ବିଦାରକ ମାମଲା ଯୋଉଠି ପ୍ରେମ ପାଇଁ ଫାଶୀରେ ଝୁଲିପଡ଼ିଛନ୍ତି ଦୁଇ ପ୍ରେମିକ ।

Advertisment

Odisha Reporter Konark