/odisha-reporter/media/post_attachments/uploads/2023/01/death-feast.jpg)
death feast
ବେଳେବେଳେ କିଛି କଥା ଶୁଣିବାକୁ ଅଜବ ଲାଗେ କିନ୍ତୁ ଯାହା ସହ ଘଟେ ସେ ଲୋକ କଥା ଭାବିଲେ ସତରେ ଭାରି କଷ୍ଟ ଲାଗେ। ଏ ବିଧବା ମହିଳାଙ୍କୁ ଥରେ ଭଲଭାବରେ ଦେଖନ୍ତୁ। ସ୍ୱାମୀ ମରିଗଲା ପରେ ପରେ ନିଆଁରେ ପୁଅଟି ପୋଡ଼ିହୋଇ ମରିଗଲା। ଅସହାୟ ମହିଳାଙ୍କ ଅବସ୍ଥା କଣ ହେଉଥିବ ସେକଥା ଭାବିବା ପୂର୍ବରୁ ଶୁଦ୍ଧି କ୍ରିୟାରେ ହାଣ୍ଡିଆ ଓ ମେଣ୍ଢା ମାଂସ ନେଦେଲେ ଗାଁ'ରୁ ବାସନ୍ଦ ବୋଲି ରୋକଠୋକ ଶୁଣାଇଦେଲେ ଗାଁ ଲୋକେ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
