Advertisment

ପୁଅ ମରିଛି ମଦ ମାଂସ ଦେ!

ବେଳେବେଳେ କିଛି କଥା ଶୁଣିବାକୁ ଅଜବ ଲାଗେ କିନ୍ତୁ ଯାହା ସହ ଘଟେ ସେ ଲୋକ କଥା ଭାବିଲେ ସତରେ ଭାରି କଷ୍ଟ ଲାଗେ। ଏ ବିଧବା ମହିଳାଙ୍କୁ ଥରେ ଭଲଭାବରେ ଦେଖନ୍ତୁ। ସ୍ୱାମୀ ମରିଗଲା ପରେ ପରେ ନିଆଁରେ ପୁଅଟି ପୋଡ଼ିହୋଇ ମରିଗଲା। ଅସହାୟ ମହିଳାଙ୍କ ଅବସ୍ଥା କଣ ହେଉଥିବ ସେକଥା ଭାବିବା ପୂର୍ବରୁ ଶୁଦ୍ଧି କ୍ରିୟାରେ ହାଣ୍ଡିଆ ଓ ମେଣ୍ଢା ମାଂସ ନେଦେଲେ ଗାଁ’ରୁ ବାସନ୍ଦ ବୋଲି ରୋକଠୋକ ଶୁଣାଇଦେଲେ ଗାଁ ଲୋକେ।

ପୁଅ ମରିଛି ମଦ ମାଂସ ଦେ!

death feast

Advertisment

ବେଳେବେଳେ କିଛି କଥା ଶୁଣିବାକୁ ଅଜବ ଲାଗେ କିନ୍ତୁ ଯାହା ସହ ଘଟେ ସେ ଲୋକ କଥା ଭାବିଲେ ସତରେ ଭାରି କଷ୍ଟ ଲାଗେ। ଏ ବିଧବା ମହିଳାଙ୍କୁ ଥରେ ଭଲଭାବରେ ଦେଖନ୍ତୁ। ସ୍ୱାମୀ ମରିଗଲା ପରେ ପରେ ନିଆଁରେ ପୁଅଟି ପୋଡ଼ିହୋଇ ମରିଗଲା। ଅସହାୟ ମହିଳାଙ୍କ ଅବସ୍ଥା କଣ ହେଉଥିବ ସେକଥା ଭାବିବା ପୂର୍ବରୁ ଶୁଦ୍ଧି କ୍ରିୟାରେ ହାଣ୍ଡିଆ ଓ ମେଣ୍ଢା ମାଂସ ନେଦେଲେ ଗାଁ'ରୁ ବାସନ୍ଦ ବୋଲି ରୋକଠୋକ ଶୁଣାଇଦେଲେ ଗାଁ ଲୋକେ।

Advertisment

Tribal Custom Feast Over Death Death Feast
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe