/odisha-reporter/media/post_attachments/uploads/2022/08/mission.jpg)
Zero Casualty Mission failed
ଗୋଟିଏ ରାଜ୍ୟ ସରକାରଙ୍କ ପ୍ରତିଶ୍ରୁତି, ପ୍ରତିଟି ଜୀବନ ମୁଲ୍ୟବାନ, ଗୋଟିଏ ବି ଜୀବନ ହାନୀ ନହେବାକୁ ଗୁରୁତ୍ବ। ଅନ୍ୟଟି ହେଉଛି ରାଜ୍ୟର ପ୍ରମୁଖ ଗଣମାଧ୍ୟମରେ ପ୍ରକାଶ ପାଇଥିବା ରିପୋର୍ଟ। ଯେଉଁ ରିପୋର୍ଟ କହୁଛି-ବନ୍ୟା ନେଉଛି ଜୀବନ। କେଉଁ ରିପୋର୍ଟରେ ୫ ଜଣଙ୍କର ଜୀବନ ଯାଇଥିବା ଖବର, ତ ଆଉ କେଉଁ ରିପୋର୍ଟରେ ୬ ଜଣଙ୍କ ଜୀବନ ଯାଇଥିବା ଖବର। ଜାତୀୟ ଗଣମାଧ୍ୟମରେ ବି ଓଡ଼ିଶାରେ ବନ୍ୟା କାରଣରୁ ୬ ଜଣଙ୍କର ମୃତ୍ୟୁ ହୋଇଥିବା ରିପୋର୍ଟ ପ୍ରକାଶ ପାଇଛି।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
