Advertisment

‘ଜିରୋ କାଜୁଏଲ୍ଟି’ ମିଶନ୍ ଫେଲ୍ ?

ଗୋଟିଏ ରାଜ୍ୟ ସରକାରଙ୍କ ପ୍ରତିଶ୍ରୁତି, ପ୍ରତିଟି ଜୀବନ ମୁଲ୍ୟବାନ, ଗୋଟିଏ ବି ଜୀବନ ହାନୀ ନହେବାକୁ ଗୁରୁତ୍ବ। ଅନ୍ୟଟି ହେଉଛି ରାଜ୍ୟର ପ୍ରମୁଖ ଗଣମାଧ୍ୟମରେ ପ୍ରକାଶ ପାଇଥିବା ରିପୋର୍ଟ। ଯେଉଁ ରିପୋର୍ଟ କହୁଛି-ବନ୍ୟା ନେଉଛି ଜୀବନ। କେଉଁ ରିପୋର୍ଟରେ ୫ ଜଣଙ୍କର ଜୀବନ ଯାଇଥିବା ଖବର, ତ ଆଉ କେଉଁ ରିପୋର୍ଟରେ ୬  ଜଣଙ୍କ ଜୀବନ ଯାଇଥିବା ଖବର। ଜାତୀୟ ଗଣମାଧ୍ୟମରେ ବି ଓଡ଼ିଶାରେ ବନ୍ୟା କାରଣରୁ ୬ ଜଣଙ୍କର ମୃତ୍ୟୁ ହୋଇଥିବା ରିପୋର୍ଟ ପ୍ରକାଶ ପାଇଛି।

‘ଜିରୋ କାଜୁଏଲ୍ଟି’ ମିଶନ୍ ଫେଲ୍ ?

Zero Casualty Mission failed

Advertisment

ଗୋଟିଏ ରାଜ୍ୟ ସରକାରଙ୍କ ପ୍ରତିଶ୍ରୁତି, ପ୍ରତିଟି ଜୀବନ ମୁଲ୍ୟବାନ, ଗୋଟିଏ ବି ଜୀବନ ହାନୀ ନହେବାକୁ ଗୁରୁତ୍ବ। ଅନ୍ୟଟି ହେଉଛି ରାଜ୍ୟର ପ୍ରମୁଖ ଗଣମାଧ୍ୟମରେ ପ୍ରକାଶ ପାଇଥିବା ରିପୋର୍ଟ। ଯେଉଁ ରିପୋର୍ଟ କହୁଛି-ବନ୍ୟା ନେଉଛି ଜୀବନ। କେଉଁ ରିପୋର୍ଟରେ ୫ ଜଣଙ୍କର ଜୀବନ ଯାଇଥିବା ଖବର, ତ ଆଉ କେଉଁ ରିପୋର୍ଟରେ ୬  ଜଣଙ୍କ ଜୀବନ ଯାଇଥିବା ଖବର। ଜାତୀୟ ଗଣମାଧ୍ୟମରେ ବି ଓଡ଼ିଶାରେ ବନ୍ୟା କାରଣରୁ ୬ ଜଣଙ୍କର ମୃତ୍ୟୁ ହୋଇଥିବା ରିପୋର୍ଟ ପ୍ରକାଶ ପାଇଛି।

Advertisment

Odisha Odisha Cm CM Mission Zero Casualty
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe