school
Advertisment
ସ୍ୱାମୀ ଓ ଦୁଇ ପୁଅଙ୍କ ସ୍ମୃତିରେ ନିଜେ ଦ୍ରୌପଦୀ ଏହି ସ୍କୁଲ ନିର୍ମାଣ କରିଛନ୍ତି। ଦ୍ରୌପଦୀ ଅବେଳରେ ହରାଇଥିଲେ ସ୍ୱାମୀ ଓ ଦୁଇ ପୁଅଙ୍କୁ। ସ୍କୁଲ ପରିବେଶ ବେଶ ସୁନ୍ଦର। ପ୍ରଥମେ ରହିଛି ତାଙ୍କ ସ୍ୱାମୀଙ୍କ ପ୍ରତିମୁଉର୍ତ୍ତି। ତାପରେ ରହିଛି ଦୁଇ ପୁଅଙ୍କ ପ୍ରତିମୂର୍ତ୍ତି। ଷଷ୍ଠ ଶ୍ରେଣୀରୁ ଦଶମ ଶ୍ରେଣୀ ପଯ୍ୟର୍ନ୍ତ ପଢା ହୁଏ ଏହି ଆବାସିକ ବିଦ୍ୟାଳୟରେ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2022/06/school.jpg)