Advertisment

ଏପଟେ କଂଗ୍ରେସ, ସେପଟେ ବିଜେଡି

ନୂଆପଡ଼ା ବିଧାନସଭା ଉପନିର୍ବାଚନରେ ବିଜେଡି ଓ କଂଗ୍ରେସର ପ୍ରଚାରକମାନେ ଏକାଠି ଜଳଖିଆ ଖାଉଥିବାର ଦୃଶ୍ୟ ରାଜ୍ୟ ରାଜନୀତିରେ ଚର୍ଚ୍ଚାର ଖୋରାକ ହୋଇଛି।

author-image
Debendra Prusty
Congress BjD Odisha Politcs nuapada byelection Nuapada