Advertisment

ଟାଇଟାନିକ୍‌ ଭଳି ବୁଡ଼ିବ ବିଜେଡି!

ଟାଇଟାନିକ୍‌ ଜାହାଜ ପରି ବିଜୁ ଜନତା ଦଳ ବୁଡ଼ିଯିବ ବୋଲି ଇଙ୍ଗିତ କରିଛନ୍ତି ଦଳର ପୂର୍ବଚନ ମୁଖପାତ୍ର ଶ୍ରୀମୟୀ ମିଶ୍ର। ନିଜ ଫେସ୍‌ବୁକ୍‌ ପୋଷ୍ଟରେ ସେ ଏହିପରି ଲେଖିଛନ୍ତି।

author-image
Debendra Prusty