Videos ଓଡ଼ିଶା ‘ପାଞ୍ଚ ହାଜର ଦେଇ କିଣିଦେଲା ବିଜେପି!’ ନୂଆପଡ଼ା ବିଧାନସଭା ଉପନିର୍ବାଚନରେ ଭୋଟ କିଣି ବିଜେଡି ଜିତିଛି ବୋଲି ଅଭିଯୋଗ କରିଛନ୍ତି କଂଗ୍ରେସ ପ୍ରାର୍ଥୀ ଘାସିରାମ ମାଝୀ। ସେ କହିଛନ୍ତି ବିଜେଡି ୫ ହଜାର ଲେଖାଏଁ ଦେଇ ଭୋଟ୍ କିଣିଛି। 14 Nov 2025 13:51 ISTDebendra Prusty Follow UsAdvertisment Read More Odisha Bjp Congress NuapadaAdvertisment