Advertisment

ଅମରଙ୍କୁ ପାଣ୍ଡିଆନ କହିଲେ କି ଯିବାକୁ?

ବିଜୁ ଜନତା ଦଳ ତରଫରୁ ରାଜ୍ୟସଭା ସଦସ୍ୟ ହୋଇଥିବା ପୂର୍ବତନ ଅଡିଟର ଜେନେରାଲ ଅମର ପଟ୍ଟନାୟକ ଦଳ ଛାଡ଼ି ଭାରତୀୟ ଜନତା ପାର୍ଟିରେ ଯୋଗ ଦେଇଛନ୍ତି। ସେଥିପାଇଁ ବିଜେଡିର ତଥାକଥିତ ସନ୍ନ୍ୟାସୀ ପାଣ୍ଡିଆନ କହିଥିଲେ କି ବୋଲି ପ୍ରଶ୍ନ ଉଠୁଛି।

author-image
Debendra Prusty
Odisha Politcs Amar Patnaik Vk Pandian Bjp BjD