Videos ଓଡ଼ିଶା ଅମରଙ୍କୁ ପାଣ୍ଡିଆନ କହିଲେ କି ଯିବାକୁ? ବିଜୁ ଜନତା ଦଳ ତରଫରୁ ରାଜ୍ୟସଭା ସଦସ୍ୟ ହୋଇଥିବା ପୂର୍ବତନ ଅଡିଟର ଜେନେରାଲ ଅମର ପଟ୍ଟନାୟକ ଦଳ ଛାଡ଼ି ଭାରତୀୟ ଜନତା ପାର୍ଟିରେ ଯୋଗ ଦେଇଛନ୍ତି। ସେଥିପାଇଁ ବିଜେଡିର ତଥାକଥିତ ସନ୍ନ୍ୟାସୀ ପାଣ୍ଡିଆନ କହିଥିଲେ କି ବୋଲି ପ୍ରଶ୍ନ ଉଠୁଛି। 04 Nov 2025 17:14 ISTDebendra Prusty Follow UsAdvertisment Read More BjD Bjp Vk Pandian Odisha Politcs Amar PatnaikAdvertisment