Advertisment

ଡିଜେ ନେଇଗଲା ଦେବୀ ରଥଙ୍କ ଜୀବନ!

ଘର ପାଖରେ ଡିଜେ ବାଜୁଥିଲା, ପ୍ରସେସନ ଯାଉଥିଲା। ଏତେ ଜୋର ଶବ୍ଦ ହେଉଥିଲା ଯେ ପ୍ରସିଦ୍ଧ ଯାତ୍ରା କଳାକାର ଦେବୀ ରଥ ତାହା ସହ୍ୟ କରିପାରି ନଥିଲେ। ଶବ୍ଦାଘାତରେ ତାଙ୍କର ହୃଦଘାତ ହୋଇଥିଲା। ସେଥିରେ ତାଙ୍କର ପ୍ରାଣବାୟୁ ଉଡ଼ି ଯାଇଥିଲା।

Advertisment
Odisha Jatra Artiste Hearth Attack
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe