Advertisment

ପଦ୍ମ ଧରିଲେ ବିଜେଡିର ପୂର୍ବ ସାଂସଦ ଅମର ପଟ୍ଟନାୟକ।

ବିଜୁ ଜନତା ଦଳର ପୂର୍ବତନ ରାଜ୍ୟସଭା ସଦସ୍ୟ ଅମର ପଟ୍ଟନାୟକ ଆଜି ବିଜେପିରେ ଯୋଗ ଦେଇଛନ୍ତି। ରାଷ୍ଟ୍ର ନିର୍ମାଣ ପାଇଁ ସେ ବିଜେପିରେ ଯୋଗଦେଲେ ବୋଲି ଅମର ପଟ୍ଟନାୟକ କହିଛନ୍ତି।

author-image
Debendra Prusty
Odisha Politcs Bjp Amar Patnaik Naveen Patnaik BjD