Videos ଓଡ଼ିଶା ୧୦୦ କୋଟିର ଠକେଇ, ୧୪ ସ୍ଥାନରେ ଚଢ଼ାଉ! ଓଡ଼ିଶାର ଅନ୍ୟତମ ବଡ଼ ବିଲଡର୍ସ ସଂସ୍ଥା ଉତ୍କଳ ବିଲ୍ଡର୍ସ ଉପରେ ଆୟକର ଚଢ଼ାଉ ହୋଇଛି। ଏହି ଚଢ଼ାଉରୁ କ’ଣ ମିଳିଲା ତାହା ଏଯାଏଁ ସ୍ପଷ୍ଟ ହୋଇନଥିଲେ ମଧ୍ୟ କମ୍ପାନୀ ପ୍ରାୟ ୧୦୦ କୋଟି ଟଙ୍କାର ଟିକସ ଫାଙ୍କି କରିଛି ବୋଲି ଶୁଣାଯାଉଛି। 04 Nov 2025 17:19 ISTDebendra Prusty Follow UsAdvertisment Read More Income Tax Real Estate Scam IT Raid Income Tax Raid Odisha real estate scamAdvertisment