Advertisment

ମା’ ପଳେଇଲା, ବାପା ଚାଲିଗଲେ, ୩ ଭାଇଭଉଣୀଙ୍କ ଭରସା କୁନିପୁଅ ଆକାଶ!

ମା’ ସେମାନଙ୍କୁ ପର କରି ପଳାଇଲା। ବାପା ବି ଚାଲିଗଲେ। ୪ ଭାଇ ଭଉଣୀ ଅନାଥ ହୋଇଗଲେ। ଖାଇବେ କ’ଣ? କୁନିପୁଅ ଆକାଶ କାନ୍ଧରେ ଏବେ ଭାଉଭଉଣୀଙ୍କ ବୋଝ। ସେ ଉଠେଇବ କେମିତି?

author-image
Debendra Prusty
Helpless Girls