Videos ଓଡ଼ିଶା ନବୀନ କଲେ ରୋଡ଼ ଶୋ ନୂଆପଡ଼ା ବିଧାନସଭା ଉପନିର୍ବାଚନରେ ବିଜେଡି ସଭାପତି ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଦ୍ୱିତୀୟ ଥର ପାଇଁ ପ୍ରଚାର କରିଛନ୍ତି। ଆଜି ସେ ଏକ ରୋଡ ଶୋ କରି ଦଳୀୟ ପ୍ରାର୍ଥୀଙ୍କୁ ଭୋଟ ଦେବାକୁ ନିବେଦନ କରିଛନ୍ତି। 07 Nov 2025 15:37 ISTDebendra Prusty Follow UsAdvertisment Read More Naveen in Nuapada BJD campaign Nuapada Nuapada OdishaAdvertisment