Advertisment

Auto Driver : ନାକେଦମ କଲେ ମଦ୍ୟପ ଅଟୋ ଚାଳକ

ରାଜଧାନୀ ଭୁବନେଶ୍ୱରର ରାଜରାସ୍ତାରେ ମଦ୍ୟପ ଅଟୋ ଚାଳକଙ୍କ ହାଇଡ୍ରାମା। ଅଧ ଘଣ୍ଟାଏ ଧରି ହାଇଡ୍ରାମା କଲେ ମଦ୍ୟପ ଅଟୋ ଚାଳକ। ଅଟୋକୁ ରାସ୍ତାରେ ଓଲଟାଇ ଦେଲେ। ରାସ୍ତାରେ ଯାହାକୁ ପାରିଲା ତାକୁ ଅସଭ୍ୟ ଭାଷାରେ ଗାଳିଗୁଲଜ କଲେ। ୟୁନିଟ 9 କେନ୍ଦ୍ରୀୟ ବିଦ୍ୟାଳୟ ସାମ୍ନା ରେ ଦେଖିବାକୁ ମିଳିଛି ଏଭଳି ଦୃଶ୍ୟ ।

ହାଇଡ୍ରାମା ହେତୁ ରାମ ମନ୍ଦିର ଛକରୁ ରୂପାଲି ରାସ୍ତା ସମ୍ପୂର୍ଣ୍ଣ ଜାମ୍ ହୋଇଯାଇଥିଲା।  ପିସିଆର ଟିମ୍ ମଧ୍ୟ ମଦ୍ୟପ ଅଟୋ ଚାଳକଙ୍କୁ କାବୁ କରିବାକୁ ନାକେଦମ ହୋଇଥିଲା। ୨ଟି ପିସିଆର ଟିମ୍‌ ଶେଷରେ ତାଙ୍କୁ କାବୁ କରି ଖାରବେଳ ନଗର ଥାନାକୁ ନେଇଥିଲେ। ତାଙ୍କୁ ସେଠାରେ ଅଟକ ରଖି ପଚରାଉଚରା କରୁଛି ପୁଲିସ। 

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe