Advertisment

ଉମା ବିଷୋୟୀ ଗିରଫ

ଓକିଲ ତଥା ବିଜେପି ନେତା ପୀତବାସ ପଣ୍ଡା ହତ୍ୟାକାଣ୍ଡ ମାମଲାରେ ଅନ୍ୟ ଜଣେ ଅଭିଯୁକ୍ତ ଉମା ବିଷୋୟୀଙ୍କୁ ଗିରଫ କରାଯାଇଛି। ସେ ଏହି ହତ୍ୟାକାଣ୍ଡର ଅନ୍ୟତମ ମାଷ୍ଟର ମାଇଣ୍ଡ ବୋଲି କହୁଯାଉଛି।

author-image
Debendra Prusty
Odisha Police Crime pitabas murder