Videos ଲାଇଫ୍ ଗାର୍ଡ଼କୁ ଜୋତାରେ ପିଟିଲେ ମହିଳା ସାମୁଦ୍ରିକ ବାତ୍ୟା ମୋନ୍ଥା ଯୋଗୁଁ ଅଶାନ୍ତ ଅଛି ସମୁଦ୍ର। ସେଥିପାଇଁ ସମୁଦ୍ରକୁ ମତ୍ସ୍ୟଜୀବୀ ଓ ପର୍ଯ୍ୟଟକଙ୍କୁ ବାରଣ କରାଯାଇଛି। ଏହା କହିବାରୁ ଜଣେ ଲାଇଫ୍ ଗାର୍ଡ଼ଙ୍କୁ ଜଣେ ମହିଳା ପର୍ଯ୍ୟଟକ ଜୋତାରେ ପିଟିଲେ। 28 Oct 2025 12:56 ISTDebendra Prusty Follow UsAdvertisment Read More Odisha Cyclone Puri Sea Beach Tourist cyclone monthaAdvertisment