Advertisment

ଦୁଇ ଦିନରେ 11ହଜାର ଟିକେଟ ବିକ୍ରି !| Odisha Reporter

Advertisment

#ଆଜି_11ହଜାର_ଟିକେଟ_ବିକ୍ରି !
ବାରବାଟୀ ଟି-୨୦ ମ୍ୟାଚ ପାଇଁ ଆଜିଠୁ ଓସିଏ ଅନୁବନ୍ଧିତ ସଂସ୍ଥାକୁ ଟିକେଟ ବିକ୍ରି କରାଯିବ। ଓସିଏ କନଫରେନ୍ସ ହଲରେ ମୋଟ ୧୧ ହଜାର ଟିକେଟ ଏସବିଆଇ ବ୍ୟାଙ୍କ ଜରିଆରେ ବିକ୍ରି କରାଯିବ। ସେଥିପାଇଁ ଓସିଏ ପକ୍ଷରୁ ସମସ୍ତ ବ୍ୟବସ୍ଥା କରାଯାଇଛି। ଓସିଏ ଅନୁବନ୍ଧିତ ସଂସ୍ଥା, ସ୍କୁଲ, କଲେଜ, କ୍ଲବ ସହ ଅନୁବନ୍ଧିତ ୟୁନିଟ୍ ନିଜ ନିଜର କୋଟା ଅନୁଯାୟୀ ରିକୁଜିସନ ଦେଖାଇ ଟିକଟ ନେବେ। ତେବେ ଗତ ୧ ତାରିଖରେ ଅନଲାଇନ ଜରିଆରେ ୨୦୦୦ ଟିକଟ ବିକ୍ରି କରାଯାଇଥିବା ବେଳେ ଆସନ୍ତା ୫ ତାରିଖରେ କାଉଣ୍ଟରରେ ସାଧାରଣ ଦର୍ଶକଙ୍କ ନିମନ୍ତେ ମୋଟ ୧୦ ହଜାର ଟିକଟ ବିକ୍ରି କରାଯିବ। #OdishaReporter#Odisha#t20match#TeamIndia#BarabatiStadium#cuttack#SA
Odisha Reporter is one of the best Odia news portal in Odisha. Get all the news updates in Odia.

Advertisment

ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ |

YouTube: http://bit.ly/OdishaReporteronYouTube
Web: http://odishareporter.in
Facebook: https://www.facebook.com/OdishaReporter/
Twitter: https://twitter.com/OdishaReporter
Telegram: https://telegram.me/Odisha_Reporter_official
Instagram: https://www.instagram.com/odishareporter_official/
#OdishaReporter

Advertisment
Odisha National News oriya news today odia khabar oriya samachar odia news live ajira odia news news in odia today news ajira khabar odisha reporter youtube latest oriya news national news in odia Odisha Reporter odia news odia breaking news latest odia news Odisha News
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe