#ଆଜି_ଘମାଘଟ_ଲଢ଼େଇ_ବୁମରାଙ୍କ_ଉପରେ_ନଜର
କ୍ରିକେଟ ରଣକ୍ଷେତ୍ର ପ୍ରସ୍ତୁତ, ଯୋଦ୍ଧା ବି ତୟାର। ଆଜି ଟି-ଟ୍ୱେଣ୍ଟି ବିଶ୍ୱକପର ମହାଯୁଦ୍ଧ। ଟାଇଟଲ୍ ଲଢ଼େଇରେ ସାମନା ସାମନୀ ହେବେ ଶକ୍ତିଶାଳୀ ଟିମ୍ ଇଣ୍ଡିଆ ଓ ନ୍ୟୁଜିଲାଣ୍ଡ। ସୁପରସଣ୍ଡେରେ ହେବ ସୁପର ମୁକାବିଲା। ଟି-ଟ୍ୱେଣ୍ଟି ବିଶ୍ୱକପ ଫାଇନାଲ ପାଇଁ ହେବ ଟାଇଟଲ୍ ଲଢ଼େଇ। କିଏ ମାରିବ ବାଜି ?
#INDvsNZ#T20WorldCupFinal#TeamIndia#CricketFinal#Ahmedabad#CricketFans#OdishaReporter
Odisha Reporter is one of the best Odia news portal in Odisha. Get all the news updates in Odia.
ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ |
YouTube: http://bit.ly/OdishaReporteronYouTube
Web: http://odishareporter.in
Facebook: https://www.facebook.com/OdishaReporter/
Twitter: https://twitter.com/OdishaReporter
Telegram: https://telegram.me/Odisha_Reporter_official
Instagram: https://www.instagram.com/odishareporter_official/
#OdishaReporter
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
