ନୂଆପଡ଼ାରେ ବୁଲୁଛି ଭାଲୁ || 2 Bears Spotted in Nuapada Residential Area! || Odisha Reporter
ନୂଆପଡ଼ା ସଦର ମହକୁମାର କ୍ଷୁଦ୍ର ଜଳ ସେଚନ ବିଭାଗ କଲୋନୀରେ ବୁଲୁଛନ୍ତି ଦୁଇଟି ଭାଲୁ । ଆଜି ସକାଳେ କଲୋନୀରେ ଦୁଇଟି ଭାଲୁ ବୁଲୁଥିବା ଦେଖିବାକୁ ମିଳିଥିଲା । ଲୋକେ ଭାଲୁକୁ ଦେଖି ବନ ବିଭାଗକୁ ଜଣାଇ ଥିଲେ । ପରେ ଭାଲୁ ନିକଟସ୍ଥ ଜଙ୍ଗଲକୁ ଚାଲି ଯାଇଥିଲା । ବାରମ୍ବାର ନୂଆପଡ଼ା ବସ୍ତିକୁ ଭାଲୁ ଚାଲି ଆସୁଥିବାରୁ ଲୋକେ ଭୟଭୀତ ଅଛନ୍ତି ।
Odisha Reporter is one of the best Odia news portal in Odisha. Get all the news updates in Odia.
ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ |
YouTube: http://bit.ly/OdishaReporteronYouTube
Web: http://odishareporter.in
Facebook: https://www.facebook.com/OdishaReporter/
Twitter: https://twitter.com/OdishaReporter
Telegram: https://telegram.me/Odisha_Reporter_official
Instagram: https://www.instagram.com/odishareporter_official/
#OdishaReporter#OdishaReporter#Bear#Nuapada#fear
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us