Advertisment

ଅମାନିଆ ନିଶା, ପୁଣି ଅଶ୍ଲୀଳ ନୃତ୍ୟ || Nisha Maharana's Controversial Dance Video Goes Viral! || OR

author-image
Odisha Reporter

#ନିଶାଙ୍କ_ଔଧତ୍ୟ
ଅମାନିଆ ନିଶା ମହାରଣା । ଯେତେ ତାଗିଦ୍ ପରେ ବି ନିଜକୁ ପରିବର୍ତ୍ତନର ନାଁ ଧରୁ ନାହାନ୍ତି । ଯାତ୍ରା ପେଣ୍ଡାଲରେ ପୁଣି ଅଶ୍ଳୀଳ ନୃତ୍ୟ କରି ବିବାଦରେ । ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ଶିଖରପୁର ମା' ଦୁର୍ଗା ଯାତ୍ରା କମିଟି ପକ୍ଷରୁ ଯାତ୍ରା ଶ୍ରୀ ବିଶ୍ୱଦରବାର ତୃତୀୟ ରାତ୍ରୀ ନାଟକ ପରିବେଷଣ କରିଥିଲା । ତେବେ ମେଲୋଡି ସମୟରେ ନିଶା ମହାରଣା ପୋଷାକ ଖୋଲିବାର ଭିଡିଓ ଭାଇରାଲ ହେବାର ଲାଗିଛି।
Shocking incident from the 3rd night of Jaleswar Shikharpur Maa Durga Yatra! Nisha Maharana created a huge controversy by performing a provocative dance on the Yatra stage. This viral video is creating buzz and leaving everyone in shock.
Odisha Reporter is one of the best Odia news portal in Odisha. Get all the news updates in Odia.

Advertisment

ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ |

YouTube: http://bit.ly/OdishaReporteronYouTube
Web: http://odishareporter.in
Facebook: https://www.facebook.com/OdishaReporter/
Twitter: https://twitter.com/OdishaReporter
Telegram: https://telegram.me/Odisha_Reporter_official
Instagram: https://www.instagram.com/odishareporter_official/
#OdishaReporter#OdishaReporter#nishamoharana#balasore#itemdance

Advertisment
Controversial Video ଅଶ୍ଳୀଳ ନୃତ୍ୟ ଓଡିଆ ଯାତ୍ରା ନିଶା ମହାରଣା ଜଳେଶ୍ୱର ଯାତ୍ରା Festival Controversy Odia Viral Video Balasore Events Yatra Drama Odia Culture Odisha Festival Viral Video Controversial Dance Odia Festival Dance Odia Drama Odia Yatra Shikharpur Durga Yatra Nisha Maharana Jaleswar Yatra Odisha odia news live news in odia today news odisha reporter youtube latest oriya news Odisha Reporter