Advertisment

ଗୁମର ଖୋଲିବ ଗୁରୁଙ୍କ ମୋବାଇଲ…| Jatra Comedian Guru Prusty Death Case | Odisha Reporter

Advertisment

#ମିଳିଲା_ମୋବାଇଲ #ଫିଟିବ_ଗୁରୁ_ପୃଷ୍ଟି_ମୃତ୍ୟୁ_ରହସ୍ୟ
ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ମୃତ୍ୟୁ ଏବେ ବି ରହସ୍ୟ ଘେରରେ । ଦୁର୍ଘଟଣାରେ ମୃତ୍ୟୁ ହୋଇଥିବା ବେଳେ ପରିବାର ଲୋକଙ୍କ ଅଭିଯୋଗ ହତ୍ୟା କରାଯାଇଛି । ପ୍ରଥମେ ଗୁରୁଙ୍କ ପତ୍ନୀ ସ୍ନେହଲତା ଜଣେ ଅଭିନେତ୍ରୀଙ୍କ ସହ ପ୍ରେମ ସମ୍ପର୍କ ପାଇଁ ହତ୍ୟା କରାଯାଇଛି ବୋଲି ଅଭିଯୋଗ ଆଣିଥିଲେ । ଏବେ ଗୁରୁଙ୍କ ମଉସା ଧାମନଗର ଥାନାରେ ହତ୍ୟା କରାଯାଇଥିବା ଲିଖିତ ଅଭିଯୋଗ କରିଛନ୍ତି । #OdishaReporter#guruprusty#deathsuspense#Mobilefound#bhadrak#Allegation#Jatraactress#jatracomedian

Advertisment

Odisha Reporter is one of the best Odia news portal in Odisha. Get all the news updates in Odia.

ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ |

Advertisment

YouTube: http://bit.ly/OdishaReporteronYouTube
Web: http://odishareporter.in
Facebook: https://www.facebook.com/OdishaReporter/
Twitter: https://twitter.com/OdishaReporter
Telegram: https://telegram.me/Odisha_Reporter_official
Instagram: https://www.instagram.com/odishareporter_official/
#OdishaReporter

Odisha National News oriya news today odia khabar oriya samachar odia news live ajira odia news news in odia today news ajira khabar odisha reporter youtube latest oriya news national news in odia Odisha Reporter odia news odia breaking news latest odia news Odisha News
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe