Advertisment

ଦିନେ ବିବାଦରେ ଥିଲେ ଆଜି ଚାଲିଗଲେ | Jatra Artist Guru Prusty Dies in Road Accident | Odisha Reporter

Advertisment

#ଯାତ୍ରା_କଳାକାର_ଗୁରୁ_ପୃଷ୍ଟିଙ୍କ_ଦେହାନ୍ତ
ଯାତ୍ରା କଳାକାର ଗୁରୁ ପୁଷ୍ଟିଙ୍କର ଅକାଳ ବିୟୋଗ। ଭଦ୍ରକ 16 ନମ୍ବର ଜାତୀୟ ରାଜପଥ ଚିଙ୍ଗୁଡ଼ିପୁର କେନାଲ ଛକ ଠାରେ ସଡ଼କ ଦୁର୍ଘଟଣାରେ ଗୁରୁ ପୁଷ୍ଟିଙ୍କ ପ୍ରାଣହାନି ଘଟିଛି । ଯାତ୍ରା ଇନ୍ଦ୍ରଭୁବନ ଧାମନଗର ବ୍ଲକ ଷେଣ୍ଢପୁରରେ ଥିଲା ନାଟକ । ସକଳ ତୀର୍ଥ ତୋ ଚରଣେ ନାଟକ ଅଭିନୟ କରିଥାନ୍ତେ ଗୁରୁ ପୁଷ୍ଟି। ପୋଲିସ ଘଟଣା ସ୍ଥଳରୁ ଗୁରୁ ପୁଷ୍ଟିଙ୍କ ମୃତ ଦେହକୁ ଉଦ୍ଧାର କରି ମେଡିକାଲ ଆଣିଛି କିନ୍ତୁ କେମିତି ଦୁର୍ଘଟଣା ହେଲା ତାହା ସ୍ପଷ୍ଟ ହୋଇନାହିଁ ।
Odisha Reporter is one of the best Odia news portal in Odisha. Get all the news updates in Odia.

Advertisment

ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ |

YouTube: http://bit.ly/OdishaReporteronYouTube
Web: http://odishareporter.in
Facebook: https://www.facebook.com/OdishaReporter/
Twitter: https://twitter.com/OdishaReporter
Telegram: https://telegram.me/Odisha_Reporter_official
Instagram: https://www.instagram.com/odishareporter_official/
#OdishaReporter#bhadrak#guruprushty#Odisha#OdishaReporter

Advertisment
Odia Jatra update Odisha Entertainment News Guru Prusty show accident Odisha Viral News Jatra tragedy Odisha breaking news Jatra actor road accident Guru Prusty death Odisha jatra news Guru Prusty accident Jatra artist Guru Prusty Guru Prusty Odisha National News oriya news today news in odia today news odisha reporter youtube Odisha Reporter odia news odia breaking news latest odia news Odisha News
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe