Advertisment

ଶ୍ରୀକାନ୍ତ ଗୌତମଙ୍କ ବିସ୍ଫୋରକ ବୟାନ, 'ମୁଁ ମରିବାକୁ ଚାହେଁ କହିଥିଲେ ହ୍ୟୁମାନ'|Shrikant Gautam | Human Sagar

Advertisment

ଗୀତିକାର ତଥା ଅଭିନେତା ଶ୍ରୀକାନ୍ତ ଗୌତମଙ୍କ ବିସ୍ଫୋରକ ବୟାନ। "ଅଗଷ୍ଟ 4 ରେ ମେସେଜରେ କଥା ହୋଇଥିଲେ ହ୍ୟୁମାନ ସାଗର । ପୂର୍ବରୁ ସମୟ ଦେଇଥିଲେ ବି ହଠାତ୍ ମେସେଜ କରିଥିଲେ। ମୁଁ ଆଉ ବଞ୍ଚିବାକୁ ଚାହୁଁ ନାହିଁ, ମରିବାକୁ ଚାହୁଁଛି। ଏହା ପୂର୍ବରୁ ତାଙ୍କ ସହ ଗୀତ କରିବାକୁ ହେଲେ କିଛି ଷ୍ଟୁଡିଓ ସହ ଯୋଗାଯୋଗ କରିବାକୁ ପଡୁଥିଲା। ଷ୍ଟୁଡିଓ ମାଲିକ ଚାହିଁଲେ ହ୍ୟୁମାନଙ୍କ ସହ ସୁଟିଂ ପାଇଁ ମିଳୁଥିଲା ଅନୁମତି। ସେଦିନ ଅସୁସ୍ଥ ପାଇଁ କିମ୍ବା କାହା ଚାପରେ ସେ ଏପରି ମେସେଜ କରିଥିଲେ ଜାଣିନାହିଁ। ତାଙ୍କ ପାଇଁ ଅବହେଳା ହେଇଛି, ପରିବାର, ମ୍ୟାନେଜର୍ ଓ ଷ୍ଟୁଡିଓ ମାଲିକ ମିଶି ଅବହେଳା କରିଛନ୍ତି।"
#srikantgoutam#humansagar#humandeath#odiasinger
Odisha Reporter is one of the best Odia news portal in Odisha. Get all the news updates in Odia.

Advertisment

ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ |

YouTube: http://bit.ly/OdishaReporteronYouTube
Web: http://odishareporter.in
Facebook: https://www.facebook.com/OdishaReporter/
Twitter: https://twitter.com/OdishaReporter
Telegram: https://telegram.me/Odisha_Reporter_official
Instagram: https://www.instagram.com/odishareporter_official/
#OdishaReporter

Advertisment
Human Sagar case update Odisha Investigation OTV News Breaking News Odisha Human Sagar August 4 message Odisha exclusive interview singer depression studio owner controversy Odia industry updates Human Sagar tragedy Odia singer Human Sagar Odisha breaking news Human Sagar controversy Odisha Viral News Odia music industry Shrikant Gautam statement Human Sagar last message Human Sagar death Human Sagar Odisha Reporter
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe