Advertisment

ଯାଜପୁରରେ ଅରିଜିତ ସିଂ || Bollywood Singer Arijit Singh Visits Historic Madhupur Rajbati in Jajpur ||OR

Advertisment

ଯାଜପୁର ଜିଲା ମଧୁପୁର ରାଜବାଟି ବୁଲି ଦେଖିଲେ ପ୍ରସିଦ୍ଧ ବଲିଉଡ ଗାୟକ ଅରିଜିତ ସିଂ । ରାଣୀ ଅପର୍ଣ୍ଣା ଧିର ସିଂ ଭରଦ୍ୱାଜ ତାଙ୍କ ସ୍ଵାମୀ ଏବଂ ଦୁଇ ଝିଅଙ୍କ ସହିତ ମିଶି ରାଜବାଟିର କଳାକୃତି ଓ ନିର୍ମାଣ ଶୈଳୀକୁ ଦେଖି ବିମୋହିତ ହୋଇଯାଇଥିଲେ। ସେଠାରୁ ଏକ ସ୍କୁଟର ଯୋଗେ ପୁରୀ ଜଗନ୍ନାଥ ମନ୍ଦିର ସହିତ ସାମଞ୍ଜସ୍ୟ ରଖିଥିବା ବହୁ ପୁରାତନ ଗଡ଼ ମଧୁପୁର ଜଗନ୍ନାଥ ମନ୍ଦିର ଯାଇ ଦର୍ଶନ କରିଥିଲେ । ଏ ଖବର ପାଇବା ମାତ୍ରେ ଅରିଜିତଙ୍କ ଫ୍ୟାନ ମାନେ ତାଙ୍କୁ ଦେଖିବାକୁ ଧାଇଁ ଆସିଥିଲେ ।
#odishareporter#arijitsingh#jajpur
Odisha Reporter is one of the best Odia news portal in Odisha. Get all the news updates in Odia.

Advertisment

ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ |

YouTube: http://bit.ly/OdishaReporteronYouTube
Web: http://odishareporter.in
Facebook: https://www.facebook.com/OdishaReporter/
Twitter: https://twitter.com/OdishaReporter
Telegram: https://telegram.me/Odisha_Reporter_official
Instagram: https://www.instagram.com/odishareporter_official/
#OdishaReporter

Advertisment
Odisha Odisha Reporter Odisha Heritage Odisha News National News Jajpur News national news in odia odisha reporter youtube today news news in odia odia news live oriya news today Odisha culture news OTV FeeDin Arijit Singh Odisha Visit Arijit Singh Jajpur Madhupur Rajbati Bollywood Singer Arijit Singh Arijit Singh Jagannath Temple Famous Celebrity Visit Odisha Arijit Singh Fans Madhupur Jagannath Temple Celebrity News Odisha
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe