Advertisment

ରାଣୀଙ୍କ ଟାର୍ଗେଟରେ ପୀୟୂଷ, ଖଣ୍ଡଗିରିରେ ଦେଖାଦେଖି | Rani Panda Calls Piyush a ‘Controversial Actor’ |OR

author-image
Odisha Reporter

#ପୀୟୂଷ_ନିଜ_କଥା_ଭାବେ_ମୁଁ_ଅନ୍ୟକଥା- ରାଣୀ
ଯାତ୍ରା ମାଲିକଙ୍କ ପରେ ଏବେ ପୀୟୂଷଙ୍କ ବିରୋଧୀ ଲିଷ୍ଟରେ ଯୋଡି ହୋଇଯାଇଛନ୍ତି ରାଣୀ ପଣ୍ଡା। ପୀୟୂଷଙ୍କୁ ବିବାଦୀୟ ଆକ୍ଟର କହିବା ସହ ବିବାଦ ବଢାଇ ଚର୍ଚ୍ଚାରେ ରହିବାକୁ ଚାହୁଁଛନ୍ତି ବୋଲି ରାଣୀ କହିଛନ୍ତି। ଏହା ସହିତ ରାଣୀଙ୍କ ଭାଷାରେ ଆଜିକାଲି ଯିଏ ଯେତେ ବିବାଦୀୟ ହେଉଛି ତାର କ୍ରେଜ୍ ସେତେ ବଢ଼ୁଛି। ପୀୟୁଷ ହେଉଛନ୍ତି ସାଇଲେଣ୍ଟ ଆକ୍ଟର। କଥା କମ୍ କୁହନ୍ତି। ମୁରୁକି ମୁରୁକି ହସନ୍ତି। ଆଉ ଦର୍ଶକଙ୍କୁ ଫସାଇ ଦିଅନ୍ତି।
Odisha Reporter is one of the best Odia news portal in Odisha. Get all the news updates in Odia.

Advertisment

ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ |

YouTube: http://bit.ly/OdishaReporteronYouTube
Web: http://odishareporter.in
Facebook: https://www.facebook.com/OdishaReporter/
Twitter: https://twitter.com/OdishaReporter
Telegram: https://telegram.me/Odisha_Reporter_official
Instagram: https://www.instagram.com/odishareporter_official/
#OdishaReporter#jatracontroversy#piyushtripathy#odiajatra#Odisha#OdishaReporter

Advertisment
actor statement viral Odisha breaking entertainment news yatra controversy Odia cinema updates viral celebrity statement controversial actor Odisha Rani Panda vs Piyush Odia entertainment news celebrity clash Odisha Odia film industry news Piyush controversy news Rani Panda statement Odia actor controversy Piyush actor controversy Rani Panda Odisha Reporter Odisha National News oriya news today odisha reporter youtube national news in odia