Advertisment

ମଞ୍ଚ ଚଢ଼ିଲେ, ପୁଅ କଥା ଭାବି ପ୍ରବଳ କାନ୍ଦିଲେ | Odisha Reporter

author-image
Odisha Reporter

#ତମସାଙ୍କ_ଅଭିନୟ_ଦେଖି_ଭୋ_ଭୋ_କାନ୍ଦିଲେ_ଦର୍ଶକ
ଦେଖନ୍ତୁ ଜଣେ କଳାକାର ସବୁ ବେଳେ କଳା ପାଇଁ ନିଜକୁ ଉତ୍ସର୍ଗ କରିଦେଇଥାଏ। ଯାହାର ସବୁଠାରୁ ବଡ଼ ଉଦାହରଣ ବା ହୃଦୟକୁ ଥରାଇ ଦେଇ ଥିବା ଘଟଣା ଦେଖିବାକୁ ମିଳିଛି ଯାତ୍ରା କଳାକାର ତମସାଙ୍କ କ୍ଷେତ୍ରରେ। ନିକଟରେ ତମସାଙ୍କ ପୁଅଙ୍କ ମୃତ୍ୟୁ ହୋଇଥିଲା । କିନ୍ତୁ ଦର୍ଶକଙ୍କ ଭଲପାଇବା ଏବଂ କଳାକାରଙ୍କ ପ୍ରତିଶୃତି ଆଗରେ ବି ହାର ମାନିଲା ମାର ମମତା । ପୁତ୍ର ମୃତ୍ୟୁଙ୍କ ଦୁଇ ଦିନ ନ ପୁରୁଣୁ ଯାତ୍ରାରେ ଅଭିନୟ କରିବା ପାଇଁ ଆସିଲେ ଯାତ୍ରା କଳାକାର ତମସା।। ଗତକାଲି ବାରିପଦା ପାଲବଣୀ ଠାରେ ଯାତ୍ରାରେ ଅଭିନୟ କଲେ ତମସା । ଏ ଦୃଶ୍ୟ ଦେଖି କାନ୍ଦିଥିଲେ ଦର୍ଶକ ।
Odisha Reporter is one of the best Odia news portal in Odisha. Get all the news updates in Odia.

Advertisment

ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ |

YouTube: http://bit.ly/OdishaReporteronYouTube
Web: http://odishareporter.in
Facebook: https://www.facebook.com/OdishaReporter/
Twitter: https://twitter.com/OdishaReporter
Telegram: https://telegram.me/Odisha_Reporter_official
Instagram: https://www.instagram.com/odishareporter_official/
#OdishaReporter#OdishaReporter#tamashamishra#jatra#mayurbhanj#sondeath#jatraactress

Advertisment
Odisha National News oriya news today odia khabar oriya samachar odia news live ajira odia news news in odia today news ajira khabar odisha reporter youtube latest oriya news national news in odia Odisha Reporter odia news odia breaking news latest odia news Odisha News