Advertisment

ପାୟଲ କିଏ ? କହିଲେ ସାଇଙ୍କ ବାପା || Odia Jatra Controversy || Odisha Reporter

Advertisment

#ସାମ୍ନାକୁ_ଆସିଲେ_ସାଇଙ୍କ_ବାପା
ଯାତ୍ରା ଖଳନାୟକ ସାଇ ସତ୍ୟଜିତଙ୍କୁ ନେଇ ଏବେ ବିବାଦ । ସାଇ କହୁଛନ୍ତି 2026-27 ବର୍ଷରେ ସେ ସୂର୍ଯ୍ୟମନ୍ଦିର ପାଇଁ ଚୁକ୍ତି କରିଛନ୍ତି । ଏପଟେ ତୁଳସୀ ଗଣନାଟ୍ୟ ପ୍ରଯୋଜକ ନାଣ୍ଡୁ ଧଳ କିନ୍ତୁ ତାଙ୍କୁ ଛାଡ଼ିବାକୁ ନାରାଜ । ନାଣ୍ଡୁ କହିଛନ୍ତି ମୁଁ ବି ଅଗ୍ରୀମ ଦେଇଛି, 5 ବର୍ଷ ସେ ମୋ ପାର୍ଟିରେ ରହିବ । ଏହି ବିବାଦ ଭିତରେ ଏବେ ସାମ୍ନାକୁ ଆସିଛନ୍ତି ସାଇଙ୍କ ବାପା, । ଶୁଣନ୍ତୁ ସେ କଣ କହୁଛନ୍ତି ।

Advertisment

Odisha Reporter is one of the best Odia news portal in Odisha. Get all the news updates in Odia.

ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ |

Advertisment

YouTube: http://bit.ly/OdishaReporteronYouTube
Web: http://odishareporter.in
Facebook: https://www.facebook.com/OdishaReporter/
Twitter: https://twitter.com/OdishaReporter
Telegram: https://telegram.me/Odisha_Reporter_official
Instagram: https://www.instagram.com/odishareporter_official/
#OdishaReporter#OdishaReporter#jatraactor#saisatyajitpanda#tulasigananatya#saifather#nandudhala

Odia viral news Tulasi vs Surya Mandir Sai Satyajit latest news Ollywood News Odia Odia Theatre News Jatra Villain Sai odia breaking news Sai Satyajit Father Statement Odia entertainment news Odia Jatra Controversy Odia Jatra News Nandu Dhal Tulasi Gananatya Sai Satyajit controversy Sai Satyajit Jatra Sai Satyajit Odisha National News news in odia odisha reporter youtube latest oriya news national news in odia Odisha Reporter Odisha News
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe