#ମାଙ୍କ_ପାଖରେ_ମାଛ_ଭୋଗ
ଆଜି ମହାନବମୀରେ ମା'ଙ୍କ ପାଖରେ ସ୍ଵତନ୍ତ୍ର ମାଛ ଭୋଗ ଲାଗି ହୁଏ । ଏହା ସହ ସନ୍ଧିରେ ବଳି ପଡ଼ିଥିବା ପାଣି କଖାରୁରୁ ପ୍ରସ୍ତୁତ ହୋଇଥାଏ ଖଟା । ଯାହାକୁ ନେଇ କଟକ ଚାନ୍ଦିନୀ ଚୌକ ପୂଜା ମଣ୍ଡପ ପକ୍ଷରୁ ଚାଲିଛି ମାଛ ଘାଣ୍ଟ ପ୍ରସ୍ତୁତି । ମାଟି ସରାରେ ଭୋଗ ବିକ୍ରି ହୋଇ ଥାଏ । ସରାଏ ମାଛ ଘାଣ୍ଟକୁ 100 ଟଙ୍କା, ହାଣ୍ଡିଏ ମାଛକୁ 200 ଟଙ୍କା।
Odisha Reporter is one of the best Odia news portal in Odisha. Get all the news updates in Odia.
ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ |
YouTube: http://bit.ly/OdishaReporteronYouTube
Web: http://odishareporter.in
Facebook: https://www.facebook.com/OdishaReporter/
Twitter: https://twitter.com/OdishaReporter
Telegram: https://telegram.me/Odisha_Reporter_official
Instagram: https://www.instagram.com/odishareporter_official/
#OdishaReporter#OdishaReporter#macchabhoga#cuttack#Navaratri2025
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
